ଅଭିଯୋଗ ପଞ୍ଚିକରଣ ପାଇଁ ଯାରି ହେଲା ନମ୍ବର
(ଯୁଗାବ୍ଦ ନ୍ୟୁଜ) ଗଞାମ ଜିଲ୍ଲା ବାସୀଙ୍କ ପାଇଁ ଖୁସି ଖବର ଯଦି ଆପଣ ପ୍ରଶାସନ ଠାରୁ ଉତ୍ତମ ସେବା ପାଇବାରୁ ନାହାନ୍ତି ତେବେ ଆଉ ଚିନ୍ତା କରିବାର ନାହିଁ । ଏବେ ଗଞ୍ଚାମ ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଯେ କୌଣସି ସରକାରୀ କାର୍ଯ୍ୟରେ କାହାର ଅସୁବିଧା ହେଉଥିଲେ ସିଧାସଳଖ ପ୍ରଶାସନ ଯୋଗାଦେବ କରିବା ସହ ମୋବାଇଲ ନମ୍ବର ଜାରିକରାଯାଇଛି ୯୪୩୭୫୬୩୮୦୦ । ଲୋକଙ୍କୁ ଅଡିଓ ମାଧ୍ୟମରେ ନିବେଦନ କରିଛନ୍ତି ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।


