ଆଜି ବସୁଛି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ

ନୂଆଦିଲ୍ଲୀ- ଫେବୃୟାରୀ ୧୯ରେ ରାମମନ୍ଦିର ନିର୍ମାଣ ଲାଗି ଗଠନ ହୋଇଥିବା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ବୈଠକରେ ରାମମନ୍ଦିର ନିର୍ମାଣ କାର‌୍ୟ୍ୟ ଆରମ୍ଭ ତାରିଖ ଘୋଷଣା କରାଯିବାକୁ ନେଇ ଏବେ କଳ୍ପନାଜଳ୍ପନା ଲାଗି ରହିଛି। ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଟ୍ରଷ୍ଟର ନୂଆ ସଦସ୍ୟଙ୍କୁ ନିର୍ବାଚନ ମାଧ୍ୟମରେ ଚୟନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ