ଆପେକ୍ସ ଆଙ୍ଗଲୋ ଆରବିଆ ସ୍କୁଲ ପରିସରରେ ଗଣ୍ଡଗୋଳ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଟାଉନ ଥାନା ଅନ୍ତର୍ଗତ ରଣପଡା ସ୍ଥିତ ଆପେକ୍ସ ଆଙ୍ଗଲୋ ଆରବିଆ ସ୍କୁଲ ପରିସରରେ ଗତ ମଙ୍ଗଳବାର ରାତିରେ ଦୁଇ ଗୋଷ୍ଟି ସଂଖ୍ୟାଲଘୁ ସଂପ୍ରଦାୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ଥାନା ପକ୍ଷରୁ ସୂଚନା ମିଳିଛି । ଖବରପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଗଣ୍ଡଗୋଳକୁ ଆୟତ କରିବା ସହ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ