ଉଧାର ହୋଇଥିବା ହରିଣ ବନ ବିଭାଗକୁ ହସ୍ତାନ୍ତର

ପାରାଦୀପ, (ପିତବାସ ପ୍ରଧାନ):ପାରାଦୀପ ପୌରପରିଷଦର ଓ୍ବାର୍ଡ ନଂ୬ ଅଠରବାଙ୍କି ବସ୍ତି ଅଞ୍ଚଳରେ ଏକ ହରିଣ କେଉଁ ଆଡୁ ପଶି ଆସିଥିଲା।ବସ୍ତିର କିଛି ଯୁବକ ହରିଣକୁ ଉଧାର କରିବା ସହିତ ପ୍ରଥମେ ପାରାଦୀପ ଆର୍ଦଶ ଥାନାକୁ ଫୋନ କରିଥିେଲ। ଥାନାର ଅଧିକାରୀ ମାନେ ପହଞ୍ଚି କୁଜଙ୍ଗ ବନ ବିଭାଗକୁ ଜଣାଇ ଥିଲେ।ବନ ବିଭାଗର ଅଧିକାରୀ ମାନେ ପାରାଦୀପରେ ପହଞ୍ଚିବା ପରେ ହରିଣ ଟିକୁ ହସ୍ତାନ୍ତର କରାଯାଇ ଥିଲା। ହରିଣ ଦେହରେ ସାମାନ୍ୟ ଆଘାତ ଲାଗିଥିଲା। ଚିକିତ୍ସା ପରେ ବନରେ ଛାଡି ଦିଆଯିବ ବୋଲି ବନ ବିଭାଗର ଅଧିକାରୀ କହିଥିେଲ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ