ଏକଲବ୍ୟ ଯୁବକ ସଂଘ ପକ୍ଷରୁ କରୋନା ଯୁଦ୍ଧାଙ୍କୁ ସମ୍ମାନିତ

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନିୟ ମେଡିକାଲ ସଭା ଗୃହରେ ଏକ ସମ୍ମାନିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏଥିରେ ଡାକ୍ତର ନମିତା ପଣ୍ଡା, ଆଇନଜୀବୀ ସିମାଞ୍ଚଳ କାର୍ଜୀ, ଯୁବକସଂଘ ସଭାପତି ପର୍ଶୁରାମ ବଡରଇତ ଓ ଡାକ୍ତର ସାମ୍ବାଦିକ, ମେଡିକାଲ କର୍ମଚାରୀ ଉପସ୍ଥିତି ଥିଲେ । ଏକଲବ୍ୟ ଯୁବକ ସଂଘର ୨୦ ଜଣ କର୍ମକର୍ତ୍ତା ଉପସ୍ଥିତି ରହି ସାମ୍ବାଦିକ, ଡାକ୍ତରମାନଙ୍କୁ କରୋନା ଯୋଦ୍ଧା ଭାବେ ମାନପତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ