ଏନଏସି କର୍ମଚାରୀ ସଂଘ ପକ୍ଷରୁ ଫୋନି ବିପନ୍ନଙ୍କୁ ସହାୟତା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ)ଦିଗପହଣ୍ଡି ଏନଏସିରେ କାର‌୍ୟ୍ୟରତ ସମସ୍ତ କର୍ମଚାରୀ ମାନଙ୍କ ପକ୍ଷରୁ ଫୋନି ବିପନ୍ନଙ୍କୁ ସହାୟତାର ହାତ ବଢାଇଛନ୍ତି । ବୁଧବାର ସମସ୍ତ କର୍ମଚାରୀ ମାନେ ମିଳିତ ଭାବେ ସଂଗ୍ରହ କରି ସମୁଦାୟ ୨୬ ହଜାର ୨୫୦ ଟଙ୍କାର ନଗଦ ଅର୍ଥ ରାଶି ଏବଂ ୩୦ ହଜାର ଟଙ୍କାର ଦ୍ରବ୍ୟ ସାମଗ୍ରୀ ଆଦି ସଂଗ୍ରହ କରି ଏନଏସି ନିର୍ବାହୀ ଅଧିକାରୀଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଥିଲେ । ଏଭଳି ଉଦ୍ୟମକୁ ସର୍ବତ୍ର ଭୂୟସୀ ପ୍ରଶଂସା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ