ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ୨୪ତମ ସ୍ୱନକ୍ଷତ୍ର ଦିବସ ପାଳିତ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଅ।ମ୍ବପୁଅ ।ସ୍ଥିତ ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ୨୪ତମ ସ୍ୱନକ୍ଷତ୍ର ଦିବସ ଅବସରରେ ଭାରତ ବର୍ଷର ସ୍ୱନାମଧନ୍ୟ ସମାଜସେବୀ ଏ.ଭି. ସ୍ୱାମୀ ସ୍ମାରକୀ ପୁରସ୍କାର ଅ ।ନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବରିଷ୍ଠ ଚିକିତ୍ସକ ପ୍ରଫେସର ଡ଼ା. ପି.ସି ସାହୁଙ୍କୁ ପ୍ରଦାନ କରାଯାଇଛି । ଏ ସମ୍ପର୍କରେ ଅ ।ୟେ ।ଜିତ ସଭାରେ ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ପ୍ରତିଷ୍ଠାତା ସଭାପତି ବିଜୟ କୁମାର ରଥ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ବାଣିଜ୍ୟକର ଅଧିକାରୀ ନାରାୟଣ ଚୌଧୁରୀ ଯେ ।ଗଦେଇ ପ୍ରତିଷ୍ଠାନର ବିଭିନ୍ନ କାଯର୍ୟକ୍ରମ ଏବଂ ଓଡ଼ିଶାର ଦୃଷ୍ଟିହୀନମାନଙ୍କୁ ଅ ।ତ୍ମନିର୍ଭରଶୀଳ କରାଇବା କ୍ଷେତ୍ରରେ ପ୍ରତିଷ୍ଠାନର ସଭାପତି ରଥଙ୍କ ଉଦ୍ୟମ ପ୍ରଶଂସନୀୟ ବେ ।ଲି କହିଥିଲେ । ଚୌଧୁରୀ କହିଲେ ବ୍ରହ୍ମପୁର ଦୃଷ୍ଟିହୀନ ବିଦ୍ୟାଳୟ, ବଧିର ବିଦ୍ୟାଳୟ, ବ୍ରେଲ ପ୍ରେସ, ବୟସ୍କ ଦୃଷ୍ଟିହୀନମାନଙ୍କ ପାଇଁ ତାଲିମ କେନ୍ଦ୍ର ପ୍ରତିଷ୍ଠା କ୍ଷେତ୍ରରେ ଅବଦାନ ପାଇଁ ସେ ସ୍ମରଣୀୟ ହେ ।ଇ ରହିବେ । ଏ.ଭି. ସ୍ୱାମୀ ସ୍ମାରକୀ ପୁରସ୍କାରପ୍ରାପ୍ତ ପ୍ରଫେସର ଡ଼ା. ସାହୁ ତାଙ୍କ ଭାଷଣରେ ଅନୁଷ୍ଠାନର ବହୁବିଧ କାଯର୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ପଙ୍ଗୁ ଲଂଘୟତେ ଗିରି ଭଳି ଦୃଷ୍ଟିହୀନମାନେ ସାଧାରଣ ବ୍ୟକ୍ତିଙ୍କ ଠାରୁ କମ ନୁହନ୍ତି ଏବଂ ସେମାନେ ସମାଜର ବେ ।ଝ ହେ ।ଇ ରହିନାହାନ୍ତି ବେ ।ଲି କହିଥିଲେ । ଏହି ବିଦ୍ୟାଳୟର ଶହ ଶହ ଛାତ୍ରଛାତ୍ରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଦପ୍ତରରେ କୁଶଳତାର ସହ କାଯର୍ୟ ସମାପନ କରିପାରୁଛନ୍ତି ବେ ।ଲି ସେ ପ୍ରକାଶ କରିଥିଲେ । ଏହି ଅନୁଷ୍ଠାନର ଉନ୍ନତି ପାଇଁ ସହଯେ ।ଗର ହାତ ବଢ଼ାଇବେ ବେ ।ଲି ଡ଼ା. ପିସି ସାହୁ ପ୍ରତିଶ୍ରୁତି ଦେବା ସହ ଅନ୍ୟମାନେ ମଧ୍ୟ ଏ ଦିଗରେ ଅ ।ଗେଇ ଅ ।ସିବାକୁ ଅ ।ହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କୃଷୀ ବିଜ୍ଞାନୀ ଡ଼. ଡ଼ମ୍ବରୁଧର ସାହୁ, ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ସାହିତ୍ୟିକ କପିଳ ଚନ୍ଦ୍ର ମହାନ୍ତି ପ୍ରମୁଖ ଯେ ।ଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରି ଅନୁଷ୍ଠାନର ଉତ୍ତରେ ।ତ୍ତର ଉନ୍ନତି କାମନା କରିଥିଲେ । ଅନୁଷ୍ଠାନର ସଭାପତି ବିବରଣୀ ପାଠ କରି ୧୯୬୦ ମସିହାରୁ ଏଯାଏଁ ରାଜ୍ୟରେ ବହୁ ଦୃଷ୍ଟିହୀନ ବିଦ୍ୟାଳୟ ଗଢ଼ି ଉଠିଛି । ଦୃଷ୍ଟିହୀନଙ୍କ ଶିକ୍ଷା ଓ ଥଇଥାନ ପାଇଁ ପ୍ରତିଷ୍ଠାନ ପକ୍ଷରୁ ଇତିମଧ୍ୟରେ ଅଢ଼େଇ ଲକ୍ଷ ଟଙ୍କା ମୂଲ୍ୟର ବ୍ୟବହାର ଉପଯେ ।ଗୀ ଯନ୍ତ୍ରପାତି, ଶୀତବସ୍ତ୍ର, ଧଳାବାଡ଼ି ଇତ୍ୟାଦି ପ୍ରଦାନ କରାଯାଇଛି ବେ ।ଲି କହିଥିଲେ । ଅତିଥିମାନଙ୍କ ଦ୍ୱାରା ବ୍ରେଲ କ୍ୟାଲେଣ୍ଡର ଉନ୍ମୋଚନ ହେ ।ଇଥିଲା । ଶେଷରେ ଦୃଷ୍ଟିହୀନ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାଳତୀପ୍ରଭା ପଟ୍ଟନାୟକ କାଯର୍ୟକ୍ରମ ସଂଯେ ।ଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।


