କନ୍ଧମାଳ ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ଚିକିତ୍ସା ଶିବିର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୬୦/୭୦ ଜଣ ଅକ୍ଷମ ( ଭିନ୍ନକ୍ଷମ ) ପିଲା ଓ ରୋଗୀ ଜିଲ୍ଲା ଭିନ୍ନକ୍ଷମ ଥାଇଥାନ କେଦ୍ର ରେ ପହଞ୍ଚି ଗତ ଦୁଇ ଦିନ ଧରି ଚିକିତ୍ସିତ ହେଉଛନ୍ତି । ସେମାନଙ୍କୁ ଥାଇଥାନ କେଦ୍ର ର ଦାୟିତ୍ବ ରେ ଥିବା କର୍ମକର୍ତ୍ତା ଚିକିତ୍ସାସେବା ଯୋଗାଇ ଦେବା ସହ । ସେମାନଙ୍କ ,ରହିବା ଓ ଖାଇବା ର ମଧ୍ୟ ସୁ ବ୍ୟବସ୍ଥା କରା ଯାଇଥିବା ରୋଗୀ ମାନଙ୍କ ପରିବାର ମାନେ ପ୍ରକାଶ କରିଛନ୍ତି । ଥଇଥାନ କେଦ୍ର ପକ୍ଷରୁ ବିଭିନ୍ନ ଅଞ୍ଚଳରୁ ଅଭିଜ୍ଞ ଡାକ୍ତର  ମାନେ ଆସି ରୋଗୀ ମାନଙ୍କ ଚିକିତ୍ସା ସେବା କରାଯାଉଥିବା ଜଣାପଡିଛି । ଆସନ୍ତା ଆଉ କିଛି ଦିନ ଧରି ଏହି ଭଳି ସେବା ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ