କରୋନା ପାଇଁ ହୋଇଥିବା ଘରେ ନାଗ ସାପ

ମୋହନା,(ଅଂଶୁମାନ ପଣ୍ଡା):ଗଜପତି ମୋହନା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର ରେ କରୋନା ରୋଗୀଙ୍କ ପାଇଁ ଚାଲିଥିବା ଘରେ ଚୁନ ମରା ସରି କାଚ କବାଟ ଲଗୁଥିବା ବେଳେ କାମ କରୁ ଥିବା ମିସ୍ତ୍ରୀ ଦେଖିଥିଲେ ଏକ ନାଗ ସାପ ଗୋଟେ ବିଲେଇ କୁ ମାରି ଭିତରେ ଥିବା ଦେଖିଥିଲେ ସେଠି ବର୍ତ୍ତମାନ ସୁଦ୍ଧା ଆଉରି ଛଟ ବିଲେଇ୨ଟି ଅଛନ୍ତି ଏଇ ସାପ କେମିତି ଭିତରେ ଆସିଲା ତା ଏବେ ଚିନ୍ତା ର ବିଷୟ ପାଲଟିଛି ଅନ୍ୟ ପଟେ ରୋଗୀ ପାଇଁ ଆସୁଥିବା ଗଦୀ, ବେଡ଼, ଅତି ଆବଶ୍ୟକ ଜିନିଷ ଖତ ଖାଇ ପଡିଛି ତେଣୁ ଏଇ ଘରେ କବାଟ ଭାଙ୍ଗି ଥିବା ଯୋଗୁ ଭିତରେ ବିଲେଇ ଓ ସାପ ଘର କରିଛନ୍ତି ସାପ କୁ ଉଦ୍ଧାର କରିବାପାଇଁ ବନବିଭାଗ ପହଂଚିଥିଲେ କିନ୍ତୁ ଭିତରେ ବହୁ ସମାନ ପଡିଥିବା ଯୋଗୁ ସାପକୁ ଉଦ୍ଧାର ହୋଇପାରୁନି ତେବେ କଣ ହେବ ତା ଏବେ ସାଧରଣ ରୋଗୀ ଙ୍କୁ ଚିନ୍ତା ଘାରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ