କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ବାତିଲ ଦାବି କଲେ ଛାତ୍ର ଛାତ୍ରୀ
କଳାହାଣ୍ଡି(ୱାଇଏନ୍ଏସ୍): କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ବାତିଲ ପାଇଁ ଛାତ୍ର ଛାତ୍ରୀ ଙ୍କ ଦାବି। ସିଲାବସ ଅନୁଯାୟୀ କୋର୍ସ ଶେଷ ହୋଇ ନ ଥିବା ବେଳେ କୋରନା ସଂକ୍ରମଣ ଆଶଂକା କାରଣ ରୁ ପରୀକ୍ଷା ବାତିଲ ଦାବିରେ ଛାତ୍ର ଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ। ଆସନ୍ତା ଏପ୍ରିଲ ୧୯ ତାରିଖ ଠାରୁ ବାର୍ଷିକ ପରୀକ୍ଷା ପାଇଁ ନୋଟିସ ପରେ ଛାତ୍ର ଛାତ୍ରୀ ଦାବି କରିଛନ୍ତି। ସେହିପରି ହଷ୍ଟେଲ ଛାତ୍ରଛାତ୍ରୀ ଜିଲ୍ଲାରେ କରୋନା ସଂକ୍ରମିତ ଆଶଙ୍କା ରେ ରହି ପରୀକ୍ଷା ଦେବାକୁ ପୁନଃ ସମୀକ୍ଷା ପାଇଁ ଲିଖିତ ନିବେଦନ ଜଣାଇଛନ୍ତି।


