କାଳୀପଲ୍ଲୀ ପଂଚାୟତ ରେ ବିଜେପି ର ଘରକୁ ଚାଲ ଅଭିଯାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଅ ବର୍ଷ କାର୍ଯ୍ୟକଳରେ ହୋଇଥିବା ଯୋଜନା ମାନ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଘରକୁ ଚାଲ ଅଭିଯାନ ରେ ରବିବାର ଛତ୍ରପୁର ନିର୍ବାଚନ ମଣ୍ଡଳୀ କଣମଣା ମଣ୍ଡଳ କାଳିପଲ୍ଲୀ ପଂଚାୟତ ରେ ପତ୍ରିକା ବଣ୍ଟନ ଏବଂ କାନ୍ଥ ଷ୍ଟିକର ଲଗାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି , କଣମଣା ମଣ୍ଡଳ ସଭାପତି ଏନ. ଦୀନବନ୍ଧୁ ଙ୍କ ନେତୃତ୍ୱରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ବିଜେପି ଏସ ସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ଲିଗାଲ ସେଲ ଆବାହକ ପ୍ରଦୀପ ପାଢ଼ୀ,ଛତ୍ରପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଡାକ୍ତର ସୁବାଷ ସାହୁ,କଣମଣା ମଣ୍ଡଳ ପୂର୍ବତନ ସଭାପତି ପଦ୍ମଚରଣ ସାହୁ କଣମଣା ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡା, ଏନ ଗୋପାଳ, ପି. ଲମ୍ବୋଦର, ଦାନେୟା, ରାମେୟା କ୍ରିଷ୍ଣା ଏବଂ ବହୁ ଦଳୀୟ କର୍ମୀଓନେତା ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ