କେବେସରିବ ଗାନ୍ଧୀଜିଙ୍କ ପାଇଁ ଉଦ୍ଧିଷ୍ଟ ଭବନର ନିର୍ମାଣ?

ସୋରଡା, (ରଜନୀକାନ୍ତ ମହାପାତ୍ର):ସୋରଡାର ବଳ୍କ ଓ ତହସିଲ ସାମ୍ନାରେ ରହିଛି ଗାନ୍ଧୀ ମେମୋରିଆଲ ହଲ।ସୋରଡାର ଏକ ପୁରୁଣା ଭବନ ଯେଉଁଠି ଗାନ୍ଧୀଜୀଙ୍କ ଏକ ପ୍ରତିମୁର୍ତୀରହିଛି।ସ୍ଵାଧୀନତା ପର ଠାରୁ ଗାନ୍ଧୀବାଦୀବ୍ୟକ୍ତି ଓ ସମାଜସେବୀ ଓ ଆଦର୍ଶରେ ଅନୁପ୍ରାଣିତ ବ୍ୟକ୍ତି ବିଶେଷଙ୍କ ଦ୍ଵାରା ନିର୍ମିତ ଏହି ଭବନର ଅବସ୍ଥା ଏବେ ଅତ୍ୟନ୍ତ ଦୟନିୟ।ଗତ ୭ରୁ୮ ବର୍ଷ ପୂର୍ବେ ନୂତନ ଭାବେ ଏହି ଭବନର ନିର୍ମାଣ ପାଇଁ ପୁରୁଣା କୋଠାଟିକୁ ଭାଙ୍ଗିଦିଆଗଲା।ସମୟାନୁସାରେ କାମ ଆରମ୍ଭ ନହେବାରୁ ଗାନ୍ଧୀଜୀଙ୍କ ପ୍ରତିମୁର୍ତୀକୁ ରଖିବା ସମ୍ଭବ ହେଲାନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ