ଖୋଲିଲା ମଲାଇକାଙ୍କ ଜୀବନ ସହ ଜଡିତ ଅଜଣା କଥା

ଫିଲ୍ମ ଦୁନିଆରୁ ଦୁରେଇ ଯାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ନିଜର ଫଟୋ ଓ ଭିଡିଓ ସେୟାର କରି ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏବେ ନିଜ ଜୀବନ ସହ ଜଡିତ ଏକ ଘଟଣାର ବଡ ଖୁଲାସା କରିଛନ୍ତି ।
-ନେହା ଧୁପିଆଙ୍କ ସୋ ନୋ ଫିଲ୍ଟରରେ କହିଛନ୍ତି କି ସେ ତାଙ୍କ ପ୍ରେଗ୍ନେସି ପୂର୍ବରୁ କାମ କରିବା ଛାଡି ନଥିଲେ , ପ୍ରେଗ୍ନେସି ସମୟରେ ଓ ଡେଲିଭରିର ମାତ୍ର ୪୦ଦିନ ପରେ ମଧ୍ୟ ସେ କାମ କରିବା ଆରମ୍ଭ କରିଦେଇଥିଲେ ।
-ଏହାଛଡା ମଲାଇକାଙ୍କୁ ତାଙ୍କ କ୍ୟାରିଅର ଆରମ୍ଭ କରିବା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ତାଙ୍କୁ ସର୍ବଦା ଡାର୍କସ୍କିନ କ୍ୟାଟଗରିରେ ରଖାଯାଉଥିଲା ।
-ମଲାଇକା ଆରୋରା ନିଜର କ୍ୟାରିଅର ବଲିଉଡ ଫିଲ୍ମ ରୁପ ରୁ ଆରମ୍ଭ କରିଥିଲେ । ନିଜର ଫଟୋ ଓ ଭିଡିଓ କୁ ଛାଡିଲେ ମଲାଇକାଙ୍କ ନାମ ଆଜିକାଲି ଅର୍ଜୁନ କପୁୁରଙ୍କ ସହ ଯୋଡାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ