ଗଞ୍ଜେଇ ଜବତ ଅଭିଯୁକ୍ତ ଫେରାର୍

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ଅଡବା ପୋଲିସ ଥାନା ଅଞ୍ଚଳ ର ହାରୁପଦର ଏବଂ ନୁଆଗାଁ ରାସ୍ତା ରେ ପେଟ୍ରୋଲିଂ କଲାବେଳେ ରାସ୍ତା କଡ଼ରେ ଚାଲାଣ ପାଇଁ ରଖାଯାଇଥିବା ୨୭୫କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି l ପୋଲିସ ର ପେଟ୍ରୋଲିଂ ବେଳେ ପୋଲିସ କୁ ଦେଖି ଚାଲାଣକାରି ମାନେ ଛତ୍ରଭଙ୍ଗ ଦେଇଥିଲେ l ତେଵେ ଏନେଇ ଏକ ମାମଲା ରୁଜୁ କରିବା ସହ ଘଟଣା ର ତଦନ୍ତ ଚଲାଇଛି ଅଡବା ପୋଲିସ l ଜବତ ଗଞ୍ଜେଇ ର ମୂଲ୍ୟ ୧୬ ଲକ୍ଷ ହେବ ବୋଲି ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ