ଚଇତି ଉତ୍ସବରେ ସମ୍ମାନିତ ହେଲେ ଗଜପତି କଳାକାର

ଗଜପତି,(ତାରିଣୀ ଚରଣ ପଣ୍ଡା) : ରାୟଗଡା ଜିଲ୍ଳାର ଗଣପର୍ବ ଚଇତି ଉତ୍ସବ ପର୍ବରେ ଗଜପତି ଜିଲ୍ଲାର ବନ୍ଦେମାତରମ୍ ଡ୍ୟାନ୍ସ କଳାକାର ମାନଙ୍କର ଦ୍ୱାରା ସୈାରା ଆଦିବାସୀ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ରାୟଗଡା ପ୍ରଶାସନ ତରଫରୁ କଳାକାର ମାନଙ୍କୁ ପ୍ରଂଶସା କରିବା ସହ ସମ୍ମାନୀତ କରାଯାଇଛି । ସମ୍ମାନୀତ ହୋଇଥିବା କଳାକାର ମାନଙ୍କ ମଧ୍ୟରେ ସମ୍ମାନୀତ ହୋଇଛନ୍ତି ପ୍ରଶାନ୍ତ ପଟ୍ଟନାୟକ ଓ ରାଧାରାଣୀ ପଟ୍ଟନାୟକ ସାମ୍ବାଦିକ ଶିଶିର କୁମାର ଗୌଡ଼ ରାଜୀବ ପଣ୍ଡା ସତ୍ୟ ଆପଟ ଲୋକନାଥ ପଟନାୟକ ଯସନା ଶବର ଇତିନା ଗମାଙ୍ଗ ଭାଗ୍ୟଳତା ଦେବୀ ସାଗରିକ ପ୍ରମୁଖ ପ୍ରଶଂସିତ ହୋଇଛନ୍ତି । କାର‌୍ୟ୍ୟକ୍ରମ ଶେଷ ରେ କଳାକାର ମାନଙ୍କୁ ସ୍ଥାନୀୟ ଉପଜିଲ୍ଲାପାଳ ସମ୍ମାନିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ