ଗଞ୍ଜାମ ଚାରି ଜୁଆଡି ଗିରଫ 20/02/2020 YWPSENU6 0 Comments ଚାରି ଜୁଆଡି ଗିରଫ ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍): ଜଗନ୍ନାଥ ପ୍ରସାଦ ପୋଲିସ ଅଚାନକ ଛାମୁଣ୍ଡା ଗ୍ରାମର ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢାଉ କରି ଗୁରୁବାର ୪ ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ପୋଲିସ ତାସ ସମେତ ନଗଦ ୨୪ ହଜାର ଟଙ୍କା ଜବତ କରିଥିବା ସୂଚନା ମିଳିଛି । Spread the love