ଦେଶୀ ବନ୍ଧୁକ ଜବତ: ୧ ଗିରଫ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌): ଜଗନ୍ନାଥପ୍ରସାଦ ପୋଲିସକୁ ମିଳିଛି ସଫଳତା । ଗୁରୁବାର ପୋଲିସ ଟିମ୍ କୈାଣସି ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ଆକୁଳକୁମ୍ପା ଗ୍ରାମରେ ଅଚାନକ ଚଢାଉ କରି ଗୋଟିଏ ଦେଶୀ ପିସ୍ତଲ ଜବତ କରିବା ସହ ଜଳନ୍ଧର ନାମକ ଜଣେ ଯୁବକକୁ ଗିରଫ କରିଛି । ଅସାଧୁ ଉପାୟରେ ବନ୍ଧୁକ ରଖିଥିବାରୁ ଜଳନ୍ଧର ନାମରେ ପୋଲିସ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ