ଛାତ୍ରୀଙ୍କ ଅକାଳ ବିୟୋଗ

ହାଟଡିହି, (ଓ୍ବାଇଏନ୍ଏସ୍) : ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସ୍ମୃତିପ୍ରଜ୍ଞା ବେହେରାଙ୍କ ଅକାଳ ବିୟୋଗ ଘଟିଛି । ସେ କାନପୁର ଗ୍ରାମର ରାଜେନ୍ଦ୍ର ବେହେରାଙ୍କ ଝିଅ ହୋଇଥିବାବେଳେ ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟର ୭ମଶ୍ରେଣୀ ଛାତ୍ରୀ ଥିଲେ । ଗତ କିଛିଦିନ ହେଲା ସେ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ଗତକାଲି ତାଙ୍କୁ କଟକ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାର ଆଜି ମୃତ୍ୟୁ ଘଟିଛି । ଛାତ୍ରୀଙ୍କ ମୃତ୍ୟୁରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ