ଜଙ୍ଘିଆ ଗ୍ରାମର ଯୁବକ ନିରୁଦ୍ଦିଷ୍ଟ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ବଡଡାଳିମା ନିକଟସ୍ଥ ଜଙ୍ଘିଆ ଗ୍ରାମର ଡାକ୍ତର ସୟଙ୍କ ପୁଅ ରୋହିତ ସୟ ରବିବାର ଦିନ ଘର ଛାଡ଼ି କୁଆଡେ ପଳାଇ ଯାଇଛନ୍ତି । କେହି ଯଦି ପିଲଟିକୁ ଚିହ୍ନଟ କରନ୍ତି ସଙ୍ଗେ ସଙ୍ଗେ ତାଙ୍କର ବାପାକୁ ଫୋନ ମାଧ୍ୟମରେ ଜଣାଇବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି ।
ଫୋନ ନଂମ୍ବର -୯୫୫୬୫୫୯୧୬୧,୭୭୩୫୮୯୪୯୩୨ ।


