ଜମ୍ଭରାରେ ବାସନ୍ତୀ ଦୁର୍ଗାଷ୍ଟମୀ ପୂଜା

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକର ଜମ୍ଭରାରେ ୧୭ତମ ବାସନ୍ତୀ ଦୁର୍ଗାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ଏଥିରେ ଚିତ୍ତରଞ୍ଜନ ମଲ୍ଲିକ, ସଞ୍ଜୁକ୍ତା ମଲ୍ଲିକ ଓ ନିରଞ୍ଜନ ମଲ୍ଲିକ କର୍ତ୍ତା ଭାବେ ସାମିଲ ହୋଇଥିବାବେଳେ ପଣ୍ଡିତ ଓମପ୍ରକାଶ ମିଶ୍ର, ଅଭିରାମ ପଣ୍ଡିତ, ବିରୁପାକ୍ଷ ରଥଶର୍ମା, ରଞ୍ଜନ ପଣ୍ଡା ପ୍ରମୁଖ ବେଦମନ୍ତ୍ରଷର ମା’ଙ୍କ ପୁଜାର୍ଚ୍ଚନା କରିଥିଲେ । ଏହି ଅବସରରେ ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । କଳଶ ଶୋଭାଯାତ୍ରାରେ ଜ୍ୟୋତି ରଞ୍ଜନ ମଲ୍ଲିକ, କୃପାସିନ୍ଧୁ ମଲ୍ଲିକ, ଅନାଦି ମଲ୍ଲିକ, ସାଇ ଶୋଭନ ମଲ୍ଲିକ, ପୁରସ୍ତମ ମହାନ୍ତି, ଜୟଦେବ ମହାନ୍ତି, ଗୋପବନ୍ଧୁ ସେନାପତି, ଭଗବାନ ହାତୀ, କୋଦଣ୍ଡ ମଲ୍ଲିକ, କାଳନ୍ଦୀ ନାୟକ, ପ୍ରତାପ ମଲ୍ଲିକ, ପ୍ରକାଶ ମଲ୍ଲିକ, ଧର୍ମେନ୍ଦ୍ର ମଲ୍ଲିକ, ସନ୍ତୋଷ ରାଉତ, ସୁଶିଲ ମଲ୍ଲିକ, ମାନସ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିବାବେଳେ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ