ଟିଟ୍ରାପଙ୍ଗାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ଟିଟ୍ରାପଙ୍ଗା ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଅଧ୍ୟକ୍ଷ ବୀରେନ୍ଦ୍ର କହଁରଙ୍କ ତତ୍ତ୍ୱାବଧାନରେ ଭଗବତ କଳା ଯୁବକ ସଂଘର ସଭାପତି ପ୍ରବୀଣ କୁମାର କହଁର, ସମ୍ପାଦକ ରଞ୍ଜନ କୁମାର ରଣା ଓ ସଂଘର ଅନ୍ୟସମସ୍ତ କର୍ମକର୍ତ୍ତା ସାମିଲ୍ ଥିଲେ। କରୋନା ଭୂତାଣୁ ଠାରୁ ନିଜକୁ କିପରି ଦୂରେଇ ରଖିବା ସେନେଇ ବ୍ଲକ୍ ଅଧ୍ୟକ୍ଷ ସଚେତନ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ