ଟ୍ରାକ୍ଟର ଓଲଟି ୨୦ ଆହାତ ୬ ଗୁରୁତର

ଗଜପତି ,(ଯୁଗାବ୍ଦ ନ୍ୟୁଜ୍‌); ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ନିକଟ ଜିରାଙ୍ଗ ଠାରୁ ଡରବା ଏକ ଟ୍ରାକ୍ଟର ୩୦ ଜଣ ଙ୍କୁ ଧରି ଯାତ୍ରା କରୁଥିବା ସମୟରେ ଟନିଂରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଟ୍ରାକ୍ଟର ଟି ଓଲଟିପଡିଥିଲା । ସେଥିମଧରୁ ୨୦ ଜଣ ଆହାତ ହୋଇଥିବା ବେଳେ ୬ ଜଣ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଆହାତ ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୋହନା ଆଇଆଇସି ସୁଜିତ ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ