ଡିଆରଡିଏ କ।ର୍ଯ୍ୟ।ଳୟରେ ଖୋଲିଲା ସ୍ୱତନ୍ତ୍ର ହେଲ୍ପ ଡେସ୍କ

ଯାଜପୁର-: ରାଜ୍ୟରେ ପଂଚାୟତିରାଜ ବିଭାଗ କୁ ମୋ ସରକାର ଅଧିନକୁ ଅଣାଯାଇଛି । ଏହି ଅବସରରେ ଯାଜପୁର ଡିଆରଡିଏ କ।ର୍ଯ୍ୟ।ଳୟରେ ଏକ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଖୋଲାଯାଇଛି । ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସାଧାରଣ ଲୋକଙ୍କ ପାଇଁ ଊତ୍ସର୍ଗ କରିଛନ୍ତି । ଏହି ହେଲ୍ପ ଡେସ୍କ ପଂଳରେ ସାଧାରଣ ଲୋକେ ସେମାନଙ୍କ ସେବା କୁ ସହଜରେ ପାଇପାରିବେ । କୌଣସି ପ୍ରକାର ଅସୁବିଧା ହେଲେ ସେମାନେ ଟୋଲ ପ୍ରିଂ ନମ୍ବରରେ ମିସ୍ କଲ କରିବାକୁ ମଧ୍ୟ ସୂଚନା ଦେଇଛନ୍ତି । ଏହି ଉତ୍ସବରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକଙ୍କ ସମେତ ବିଭିନ୍ନ ବ୍ଳକର ବିଡିଓ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ