ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘ ୬ ମାସ ହେଲା ଜଣେ ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖିବା ଓ ଗର୍ଭବତୀ କରିବା ଅଭିଯୋଗରେ ପୁରୀ ଅଞ୍ଚଳର ବି.ଶଙ୍କର ଓରଫ୍ ରବିକୁ ଶନିବାର ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି । ନାବାଳିକାଙ୍କ ଅଭିଯୋଗ କ୍ରମେ ୧୪/୨୦୧୯ ଏକ ମାମଲା ପୋଲିସ ରୁଜୁ କରି ଫେରାର ଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି ବୋଲି ସାମୁଦ୍ରିକ ଥାନାର ଏସ୍ଆଇ ଆର୍.ଏନ୍.ରେଡ୍ଡି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ