ନିର୍ବାଚିତ ଓକିଲ ସଂଘ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ)  ହିଞ୍ଜିଳିକାଟୁ ଓକିଲ ସଙ୍ଘ ର ନବନିର୍ବାଚିତ କର୍ମକର୍ତା ଙ୍କ ଶପଥ ଗ୍ରହଣ ସଙ୍ଘ କାଯ୍ୟଳୟ ପରିସରରେ ଗୁରୁବାର ରେ ଅନୁଷ୍ଠିତ ହୋଇଯାଇଛି  ସଭାପତି ଦ୍ବିତିକୃଷ୍ଣ ସାବତ,ଉପସଭାପତି ଉପେନ୍ଦ୍ର ପଣ୍ଡା,  ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ,  ସହ ସମ୍ପାଦକ ବଂଶୀଧର ସାହୁ ଙ୍କୁ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଗୋପନୀୟତା ଭବେ ଶପଥ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ବରିଷ୍ଠ ଆଇନଜୀବି ଜଗତ ମୋହନ ସାହୁ, ତ୍ରିମଲ ରାଓ ପାତ୍ର, ମୁକ୍ତିରମ ସାବତ ରାମଚନ୍ଦ୍ର ମହାପାତ୍ର, ନିରଞ୍ଜନ ସାହୁ, ଜିତେନ୍ କୁମାର ପ୍ରହରାଜ, ଶରତ ସ୍ବାଇଁ, ପ୍ରଭାତ କୁମାର ସାହୁ, ଉମେଶ ଚନ୍ଦ୍ର ସାହୁ, ମହେନ୍ଦ୍ର କୁମାର ପାତ୍ର,  ମାନସ ରଞ୍ଜନ ପାଢ଼ୀ, ଚିତ୍ତରଞ୍ଜନ ମହାରଣା  ସମେତ ସଙ୍ଘ ର ସମସ୍ତ ସଦସ୍ୟ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ