ନୂତନ ଭାବେ ଦାୟିତ୍ୱ ନେଇଥିବା ସମସ୍ତ ନିଗମ ଓ ବିଭାଗର ଉପଦେଷ୍ଟା ଓ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, : ଭୁବନେଶ୍ୱରଠାରେ ଏକ ପ୍ରଗାଢ ଉତ୍ସବରେ ରାଜ୍ୟର ପ୍ରତିଭାବାନ ବ୍ୟକ୍ତିବିଶେଷ, ସାମ୍ବାଦିକ, ସମ୍ପାଦକ, ଶିକ୍ଷାବିତ୍ ଏବଂ ସମାଜସେବୀଙ୍କ ସମେତ ରାଜ୍ୟରେ ନୂତନ ଭାବେ ଦାୟିତ୍ୱ ନେଇଥିବା ସମସ୍ତ ନିଗମ ଓ ବିଭାଗର ଉପଦେଷ୍ଟା, ଅଧ୍ୟକ୍ଷ ଓ ସଭାପତିମାନଙ୍କୁ ଆସନ୍ତା ୨୦ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଗୀତଗୋବିନ୍ଦ ସଦନଠାରେ କ୍ୟାପିଟାଲ ପୋଷ୍ଟରର ୩୨ତମ ସ୍ୱନକ୍ଷତ୍ର ଉତ୍ସବରେ ଅତିଥିମାନେ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ।


