ନେହେରୁ ଯୁବକେନ୍ଦ୍ର ସଂଠନ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବଜରଙ୍ଗ ଦଳ ହାଟଡିହି ଓ ନେହେରୁ ଯୁବକନ୍ଦ୍ରର ହାଟଡିହିର ସଦସ୍ୟ ମାନଙ୍କ ମିଳିତ ସହଯୋଗରେ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ସ୍ୱେଚ୍ଛାସେବୀ ଅଜୟ ସାହୁ, ଇତିଶ୍ରୀ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ରକ୍ରମରେ ଡ.ହରିହର ଦାସ, ଗୌତମ ସାହୁ, ରାରେନ୍ଦ୍ର ଜେନା, ଭାବଗ୍ରାହୀ ସାହୁ, ଦୀପକ କୁମାର ରାଉତ, ସଂଗ୍ରାମ କେଶରୀ ବେହେରା, ପବିତ୍ର ଖୁଣ୍ଟିଆଙ୍କ ସହ ଡାକ୍ତରଖାନାର ସମସ୍ତ କର୍ମଚାରୀ ମାନେ ମିଶି ଡାକ୍ତରଖାନା ପରିସରକୁ ସଫେଇ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ