ନୱାଜୁଦ୍ଦିନ ସିଦ୍ଦିକୀ ଓ ତାଙ୍କ ପରିବାରର ଅନ୍ୟ ୩ ଜଣ ସଦସ୍ୟଙ୍କୁ ଆନ୍ତରୀଣ ଜାମିନ୍‌ ପ୍ରଦାନ

ନୂଆଦିଲ୍ଲୀ: ପତ୍ନୀ ଆଲିଆ ସିଦ୍ଦିକୀ ନିର୍ଯାତନା ମାମଲା ରୁଜୁ କରିବା ପରେ ଗିରଫ ହୋଇଥିବା ବଲିଉଡ୍‌ ଅଭିନେତାccକରାଯାଇଛି । ତେବେ, ନୱାଜଙ୍କ ତୃତୀୟ ଭାଇ ମିନାଜୁଦ୍ଦିନଙ୍କୁ କିନ୍ତୁ ଜାମିନ୍‌ ମିଳିନଥିବା ଜାଣିବାକୁ ମିଳିଛି । ତାଙ୍କ ଦ୍ୱାରା ହୋଇଥିବା ଜାମିନ୍‌ ଆବେଦନକୁ ଜଷ୍ଟିସ ମନୋଜ ମିଶ୍ର ଏବଂ ସଞ୍ଜୟ କୁମାର ପାଚୌରୀ ଖଣ୍ଡନ କରିଛନ୍ତି । ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ ତାଙ୍କ ବିରୋଧରେ ଶିଶୁ ନିର୍ଯାତନାର ଏକ ସ୍ୱତନ୍ତ୍ର ଅଭି‌ଯୋଗ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ