ପବ୍ଲିକ ସ୍କୁଲ ରେ ବୃକ୍ଷରୋପଣ କାର୍ୟ୍ଯକ୍ରମ

ଫୁଲବାଣୀ, (ସୁର୍ଯ୍ୟ ନାରାୟଣ ବେହେରା):ଜିଲ୍ଲା ବନାଞ୍ଚଳ ଅଧିକାରୀ ଶ୍ରୀ ଶିବାନନ୍ଦ ଲେଙ୍କା ଙ୍କ ସହଯୋଗ ରେ ବୃକ୍ଷରୋପଣ କାର୍ୟ୍ଯକ୍ରମ ଟି ସମ୍ଭବ ହୋଇପାରିଛି। ଏଠାରେ ମୁଖ୍ୟ ଅତିଥି ଭାବେ ସ୍କୁଲ ର ପ୍ରଧାନଶିକ୍ଷକ ଶ୍ରୀ ମନୋରଞ୍ଜନ ରଥ ଏବଂ ଛାତ୍ର ଓ ସମାଜ କଲ୍ୟାଣ ଫାଉଣ୍ଡେସନ ର ପ୍ରତିଷ୍ଠାତା ତଥା ରାଜ୍ଯ ସଭାପତି ଦେବାଶିଷ ସାହାଣୀ, ଉପ-ସଭାପତି ଅମରେଶ ପ୍ରସାଦ ବେହେରା, ରାଜ୍ଯ ସାଧାରଣ ସଂପାଦକ ଶୁଭମ ଜ୍ୟୋତି ପ୍ରଧାନ, ରାଜ୍ଯ ଯୁଗ୍ମ ସଂପାଦକ ସୁନୀଲ କୁମାର ବେହେରା , କ୍ୟାସିଅର୍/ ଫାଇନାନ୍ସ୍ ଆସିଷ୍ଟାଣ୍ଟ୍ ସନ୍ତୋଷିନୀ ମହାରଣା, ଜିଲ୍ଲା ସଭାପତି ପ୍ରଦୀପ କୁମାର ମହାନନ୍ଦ, ଦେବଦତ୍ତ ଦିଗାଲ୍ , ଶୋଭାଲକ୍ଷ୍ମୀ ମାଝୀ, ଦେବ ଜ୍ଯୋତି ବେହେରା ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଆମର ଆଶା ଓ ବିଶ୍ବାସ ଆଗାମୀ ଦିନ ରେ ମଧ୍ଯ ଏହି ପ୍ରୟାସ ଜାରି ରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ