ପୁସ୍ତକ ତ୍ରିବେଣୀ ଉନ୍ମୋଚିତ

ନିମାପଡ଼ା (ସନ୍ତୋଷ ଦାଶ ) ଅଧ୍ୟାପକ ଜୟରାମ ସ୍ୱାଇଁ ଙ୍କ ରଚିତ ପୁସ୍ତକ ‘ତ୍ରିବେଣୀ ‘ କୁ ରାଜ୍ୟ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତ ବେହେରା ଅlନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି l ନୟାହାଟ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି ଉତ୍ସବ ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଭୋଳାନାଥ ପlତ୍ର ଅଧକ୍ଷତା କରିଥିବା ବେଳେ ଅତିଥି ଭାବେ କ୍ରୀଡାମନ୍ତ୍ରୀ ଙ୍କ ସହିତ ସରପଞ୍ଚ ପ୍ରଣୟ କୁମାର ସାହୁ, ଅଧ୍ୟାପକ ନାୟକ, ଡ଼କ୍ଟର ଗଗନ ବେଉରା, ସତlପଉଦ୍ଦିନ ମହମ୍ମଦ, ଅଧ୍ୟାପକ ତପନ କୁମାର ଜେନା, ସୁରତ କୁମାର ସ୍ୱାଇଁ, ଶୁକଦେବ ନାୟକ, ଅଧ୍ୟାପିକା କଳ୍ପନା ନାୟକ ପ୍ରମୁଖ ଯୋଗଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ