ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ୧୯୯୪ବ୍ୟାଚ୍‌ର ବନ୍ଧୁ ମିଳନ

ପାରାଦୀପ,(ପୀତବାସ ପ୍ରଧାନ):ପାରାଦୀପ ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ୧୯୯୪ବ୍ୟାଚ୍‌ର ବନ୍ଧୁ ମିଳନ ରବିବାର ଦିନ ଏକ ସ୍ଥାନୀୟ ହୋଟେଲ୍‌ରେ ଆୟୋଜିତ ହୋଇଥିଲା । ସଂପ୍ରତି କରୋନା କଟକଣା ଯୋଗୁଁ ସୀମିତ ସଂଖ୍ୟକ ପୁରାତନ ଛାତ୍ରଛାତ୍ରୀ ଏହି ବନ୍ଧୁ ମିଳନରେ ଯୋଗ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଅତୀତ ସ୍ମୃତି ରୋମନ୍ଥନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ୧୯୯୪ବ୍ୟାଚ୍‌ର ଛାତ୍ରୀ ରୋଶନି କିରନ୍ ଜେନା(ମମତା) ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ