କେନ୍ଦ୍ରାପଡ଼ା ଫକିରାବାଦରେ ୫ଗୋଡିଆ ବାଛୁରୀ ଜନ୍ମ 16/11/2020 YWPSENU8 0 Comments ଫକିରାବାଦରେ ୫ଗୋଡିଆ ବାଛୁରୀ ଜନ୍ମ କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଫକିରାବାଦର ମହମ୍ମଦ ଜାକିରିଆଙ୍କ ଗାଈଟି ଗତ ଶନିବାର ଏକ ୫ଟି ଗୋଡ ଥିବା ବାଛୁରୀକୁ ଜନ୍ମ ଦେଇଛି । ସେହି ବାଛୁରିକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି । Spread the love