ବଲିଉଡ୍ ତାରକା ରାମ ସିର୍କାଙ୍କ ସୁରଥନଗର ଗ୍ରାମକୁ ରାସ୍ତା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲାର ପଛୁଆ ଆଦିବାସୀ ଅଧ୍ୟୁଷିତ ବିଜାତଳା ବ୍ଲକର ଖନ୍ତ ପଞ୍ଚାୟତର ଈଉକାଲିସ ପଟାସ୍ ଜଙ୍ଗଲ ଭିତରେ ସୁରଥନଗର ଗ୍ରାମ ଅବସ୍ଥିତ । ରାସ୍ତା ରାଜ୍ୟ ରାଜପଥ ଖନ୍ତ ପଞ୍ଚାୟତର ରାମଚନ୍ଦ୍ରପୁର ଛକରୁ ସୁରଥନଗରକୁ ଚଲାପଥ ଅଛି । ଏହି ଗାଁରେ ବଲିଉଡର ଯୁବ କୋରିଅର ତାରକା ରାମ ସିର୍କାଙ୍କ ଗାଁ ।ନିଜ ଗାଁକୁ ରାସ୍ତାଟିଏ ନାହିଁ । ଏହାକୁ ନେଇ ସେ ଚିନ୍ତିତ । ରାସ୍ତା ପାଇଁ ସେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପାଖରେ ଲିଖିତ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ