ବାକିଙ୍ଗିଆ ଘର ପୋଡ଼ି ଘଟଣା;ସହାୟତା ର ହାତ ବଢାଇଲେ ବିଧାୟକ

ରାଇକିଆ, (ଓ୍ବାଇଏନ୍ଏସ୍): କଂଧମାଳ ଜିଲା ରାଇକିଆ ବ୍ଲକ ବାକୀଙ୍ଗିଆ ଗ୍ରାମ  ରେ  ନଭେମ୍ବର ୧୫ ତାରିଖ ରେ ଗ୍ୟାସ ଫାଟି ଅଗ୍ନିକାଣ୍ଡ ଘଟି ଅପରାଜିତା ପ୍ରଧାନ ନାମକ ଜଣେ ମହିଳା ଙ୍କ ଘର ପୋଡ଼ି ନଷ୍ଟ ହୋଇଥିଲା । ସୋମବାର ଉକ୍ତ ମହିଳାଙ୍କୁ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଭେଟି ସମବେଦନା ଜଣାଛନ୍ତି । ଏଥିସହ ତାଙ୍କୁ ତୁରନ୍ତ ସହାୟତା ସ୍ୱରୂପ  ୫୦ କେଜି ଚାଉଳ, କମ୍ବଳ, ଲୁଗା ଏବଂ ପଲିଥିନ ବଣ୍ଟନ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ