ବିଜେପିର ବିଶାଳ ସଚେତନତା ପଦଯାତ୍ରା

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌) : ଭାରତୀୟ ଜନତା ପାର୍ଟି ତରଫରୁ ନାଗରିକତା ସଂଶୋଧନ ଆଇନ ସିଏଏ କୁ ସମର୍ଥନ ଜଣାଇ ଶୁକ୍ରବାର ହଜାର ହଜାର ସମର୍ଥକଙ୍କ ସହ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଓ ବିଜେପିର ମୁଖପାତ୍ର ବୈଜୟନ୍ତ ପଣ୍ଡା ବିଶାଳ ସଚେତନତା ରାଲିରେ ବାହାରି ସହର ପରିକ୍ରମା କରିବା ସହ ସିଏଏ ବିଷୟରେ ଲୋକମାନଙ୍କୁ ବିଶାଳ ସଚେତନତା ରାଲିର ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୁପେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା, ପିଙ୍କି ପ୍ରଧାନ,ଲତିକା ପ୍ରଧାନ, ସମେତ ବହୁକର୍ମକର୍ତ୍ତା ଯୋଗ ଦେଇଥିଲେ ।ଦେଶରେ ସିଏଏକୁ ନେଇ କଂଗ୍ରେସ ଭ୍ରମ ସୃଷ୍ଟି କରିଥିବା ବିଜେପି ବକ୍ତା ମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ