ବିଜେପି ପକ୍ଷରୁ ମାସ୍କ୍ ବଣ୍ଟନ

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଖଣି ପଞ୍ଚାୟତରେ ଆଜି ବିଜେପି ବିଧାୟକ ପର୍ତ୍ତୀ ପ୍ରଶାନ୍ତମଲିକଙ୍କ ଦୁରା ଆଜି ଖଣି ଗାଁରେ ସମସ୍ତଙ୍କୁ ଦୂରତା ରଖି ମାସ୍କ୍ ବାଣ୍ଟି ଥିଲେ ଗ୍ରାମବାସୀ, ଅଙ୍ଗନବାଡି କର୍ମୀଙ୍କୁ ମାସ୍କ୍ ଦେବା ସହ ହାତ ଧୋଇବା, ନିଜ ଭିତରେ ଦୂରତା ରଖିବା ଘରୁ ବାରହିବା ମନା କରିଥିଲେ ଏବଂ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ କଥା ମାନି ଚଳିବାକୁ କହିଥିଲେ ଏଇ କାର୍ଯ୍ୟକ୍ରମରେ ସ୍ଥାନିୟ ମେମ୍ବର ମନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ