ବିପୁଳ ପରିମାଣର ପୋଚ ନଷ୍ଟ ୫ଗିରଫ

ବାଲେଶ୍ୱର, (ସରୋଜ ପଣ୍ଡା):ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ଙ୍କ ନିର୍ଦେଶ କ୍ରମେ ଅବକାରୀ ବିଭାଗ ଅଧିକାରି ପ୍ରଭାତ କୁମାର ସେଠୀ ଙ୍କ ତ୍ୱତବଦାନ ରେ ଆର ଉଦୟଗିରୀ ଅବକାରୀ ବିଭାଗ ବିଙ୍ଗରାଜ୍ ଦାମୀ ଓ ତାଙ୍କ ଟିମ୍ ପୋଲିସ୍ ପ୍ରଶାସନ ମିଳିତ ରେ ମୋହନା ଥାନା ଓ ଉଦୟଗିରୀ ଥାନା ଅଞ୍ଚଳ ରେ ଚଡ଼ାଉ କରଯାଇଛି ୭ ହଜାର ୩ଶହ ୮୦ଲିଟର ପୋଚ ନଷ୍ଟ କରିବା ସହ ୪ଶହ୭୯ଲିଟର ରନ୍ଧା ମଦ ଜବତ ୫ଜଣଙ୍କୁ ଗିରଫ କରାଯାଇଛି ୫ଲକ୍ଷ୍ୟ ଟଙ୍କା ର ସାମଗ୍ରୀ ନଷ୍ଟ କରଯାଇଥିବା ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ