ବେଆଇନ ଗ୍ୟାସ ଗାଡ଼ି ଅଟକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବଜାର ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଯାଜପୁର ସହରର କୌଣସି ଏକ ଘରୋଇ ଗ୍ୟାସ ଵିତରଣ କାରୀ ସଂସ୍ଥା କିଛି ଦିନ ହେବ ଭଣ୍ଡାରିପୋଖରୀ ଅଂଚଳରେ ସିଲିଣ୍ଡର ଵିତରଣ କରୁଛି । ଏଠାରେ ଥିବା ସମାନ କମ୍ପାନୀର ଗ୍ୟାସ୍ ଵିତରଣ କାରୀ ସଂସ୍ଥା ର କତୃପକ୍ଷ ଏହା ଜାଣିବା ପରେ ଆଜି ଗ୍ୟାସ ଗାଡିଟିକୁ ଅଟକ ରଖିଥିଲେ । ଵେଆଇନ ଭାବେ ଯାଜପୁର ଜିଲ୍ଲାରୁ ଆସି ଏଠାରେ ଗ୍ୟାସ ସିଲିଣ୍ଡର ଵିତରଣ କରୁଥିବା ଗାଡିକୁ ପୋଲିସ ଜିମା ଦିଆଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ