ବ୍ରହ୍ମପୁର ଅରକ୍ଷ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏକ ଟ୍ରକ ରିଲଫ ସାମଗ୍ରୀ ପୁରୀ ପଠାଗଲା

ବ୍ରହ୍ମପୁର ଅରକ୍ଷ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏକ ଟ୍ରକ ରିଲଫ ସାମଗ୍ରୀ ପୁରୀ ପଠାଗଲା
ବ୍ରହ୍ମପୁର(ଯୁଗାବ୍ଦ ନ୍ୟୁଜ)ବ୍ରହ୍ମପୁର ପୋଲିସ ଜିଲ୍ଲା ଆରକ୍ଷ ଅଧ୍ୟକ୍ଷକ ପିନାକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଫୋନି ବାତ୍ୟାରେ କ୍ଷତିଗ୍ରସ୍ଥହୋଇଥିବା ପିଡିତାମାନଙ୍କ ନିମନ୍ତେ ଖାଦ୍ୟ ସାମଗ୍ରୀ ସମେତ ଅନାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୋଟିଏ ଟ୍ରକରେ ପୁରୀ ଅଭିମୁଖେ ପଠାଯାଇଛି । ଡାଲି,ଚାଉଳ, ସୁଜି,ତେଲ,ଚିନି,ବିସ୍କୁଟ,ଚୁଡା,ଗୁଡ, ମହମବତୀ, ଦିଆସିଲି , ପଲିଥିନି ପ୍ରମୁଖ ସାମଗ୍ରୀ ସଂଗ୍ରହ କରାଯାଇ ବଡ ବଜାର ଥାନା ଠାରୁ ଏକ ଟ୍ରକ ଯୋଗେ ପଠାଯାଇଛି । ଉକ୍ତ ସମସ୍ତ ସାମଗ୍ରୀ ପୁରୀ ଜିଲ୍ଲାର ବିଭିନ୍ନ ବାତ୍ୟା ପିଡୀତ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ବଣ୍ଟନ କରାଯିବ ବୋଲି ସୁଚନା ଦେଇଛନ୍ତି । ଉକ୍ତ ସମସ୍ତ ସାମଗ୍ରୀ ବିଭିନ୍ନ ବ୍ୟବସାୟିକ ଅନୁାଦାନ , ସଂଗଠନ ,ସାଧରାଣ ଜନତା , ବ୍ୟବସାୟୀ, ମିଲଙ୍କ ସଲମେତ ପୋଲିସ ଏସଡିପିଓ , ଥାନା ଅଧିକାରୀ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ