ଭୂଆସୁଣୀ ଙ୍କ ପୀଠ ରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ନୟାପଲ୍ଲୀ ଗ୍ରାମ ରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଲ୍ଲୀ ମଙ୍ଗଳ ଯୁବକ ସଙ୍ଘ ଆନୁକୂଲ୍ୟରେ ମାଆ ଭୂଆସୁଣୀ ଙ୍କ ପୀଠ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦି ପାଲା ଆରମ୍ଭ ହୋଇ ଯାଇଅଛି ଗାୟିକା ମୀନାରାଣୀ ପୃଷ୍ଟି ଓ ବିଜୟଇନି ହରିଚନ୍ଦନ ପାଲା ମଞ୍ଚ ରେ ପାଲା ପରିବେଷଣ କରି ଦର୍ଶକ ମାନଙ୍କୁ ମନ ମୁଗ୍ଧ କରିଥିଲେ ଏହି କାର୍ଯ୍ୟକ୍ରମ ରେ ବୋଲଗଡ ଓ ବେଗୁନିଆ ର ବିଧାୟକ ପ୍ରାର୍ଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ଟିକୁ ପଲ୍ଲୀ ମଙ୍ଗଳ ଯୁବକ ସଙ୍ଗ ର ସଭାପତି ଦାଶରଥୀ ଖୁଣ୍ଟିଆ ଙ୍କ ସମେତ ନୟାପଲ୍ଲୀ ଗ୍ରାମ ବାସୀ ସାହାଯ୍ୟ ଓ ସହଯୋଗ ର ହାତ ବଢ଼ାଇ ଥିଲେ ବୋଲି ମହିମା ସେବା ଫାଉଣ୍ଡେସନ ର ସଭାପତି ନାରାୟଣ ଖୁଣ୍ଟିଆ ପ୍ରେସ ରିଲିଜ ରେ ଜଣାଇ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ