ଭୂମିକା ହସପିଟାଲ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଚାରିଗାଁ ପଞ୍ଚାୟତ ଚକ୍ରାପାଢୀ ହନୁମାନ ମନ୍ଦିର ଠାରେ ଭଦ୍ରକସ୍ଥିତ ଭୂମିକା ହସପିଟାଲ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୫୦ ଜଣ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସେଥିମଧ୍ୟରୁ ୧୭ ଜଣଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା । ଚିହ୍ନଟ ହୋଇଥିବା ରୋଗୀ ମାନଙ୍କୁ ଶୁକ୍ରବାର ଭଦ୍ରକ ନିଆଯାଇ ଅସ୍ତ୍ରପୋଚାର କରାଯାଇଥିଲା । ଶିବିରରେ ହସପିଟାଲର କର୍ମଚାରୀ ଲତିକା ବିଶ୍ୱାଳ, ରଞ୍ଜିତା ପାଗଳ ପରିକ୍ଷା ନିରୀକ୍ଷା କରିଥିବା ବେଳେ ବସନ୍ତ କୁମାର କର, ଗୋଲକ କୁଣ୍ଡୁ, ସନାତନ ସାହୁ, ବିଜୟ ମହାରଣା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ