ମହବୁବାଙ୍କ ମା ନଜୀର ମୁଫ୍‌ତି ମନି ଲଣ୍ଡରିଂ ମାମଲାରେ ଇଡି ନିକଟରେ ହେଲେ ହାଜର

ଶ୍ରୀନଗର, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଂଗତ ମୁଫ୍‌ତି ମୋହମ୍ମଦ ସଇଦଙ୍କ ପତ୍ନୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ମା ଗୁଲଶନ ନଜିର ବୁଧବାର ଦିନ ଶ୍ରୀନଗର ପ୍ରବର୍ତନ ବିଭାଗ(ଇଡି) କାର୍ଯ୍ୟାଳୟରେ ମନି ଲଣ୍ଡରିଂ ମାମଲରେ ହାଜର ହୋଇଛନ୍ତି । ଏ ଭିତରେ ଗୁଲସନ ନଜିରଙ୍କ ସହିତ ତାଙ୍କ ଝିଅ ମେହବୁବା ମୁଫ୍‌ତି ମଧ୍ୟ ଥିଲେ । ନଜୀରଙ୍କୁ ୧୮ ଅଗଷ୍ଟରେ ଇଡିର ଶ୍ରୀନଗର କାର୍ଯ୍ୟାଳୟରେ ହାଜର ହେବାପାଇଁ ସମନ ଜାରି କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ