ଭଦ୍ରକ ମାସ୍କ ପିନ୍ଧି ନଥିବାରୁ ତଣ୍ଡ ଗଣିଲେ 06/08/2020 YWPSENU8 0 Comments ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଞ୍ଚଳରେ ୪ ଜଣ ବ୍ୟକ୍ତି ମାସ୍କ ପିନ୍ଧି ନଥିବାରୁ ତଣ୍ଡ ଗଣିଥିବା ଜଣାଯାଇଛି । ମଙ୍ଗଳବାର ୨ ଜଣ ବ୍ୟକ୍ତିଙ୍କ ଠାରୁ ୧ ହଜାର ଓ ବୁଧବାର ୨ ଜଣ ବ୍ୟକ୍ତିଙ୍କ ଠାରୁ ୧ ହଜାର ଜୋରିମାନା ଆଦାୟ କରାଯାଇଛି । Spread the love