ଜୟପୁର,(ଓ୍ବାଇଏନ୍ଏସ୍) :ଜୟପୁରର ଅଧିଷ୍ଠାତ୍ରି ମା’ ଭଗବତିଙ୍କ ମହା ଅଷ୍ଟମି ପୁଜା ଆରମ୍ବ ହୋଇଛି । ନିତି କାନ୍ତି ଭିତରେ ପୁଜା ଚାଲିଥିବା ବେଳେ ଚଣ୍ଡି ପାଠ, ହୋମ କରାଯାଇ ପୁଜା କରାଯାଇଛି । ମା ଭଗବତିଙ୍କୁ ଅଷ୍ଟମି ଅବସରରେ ସ୍ୱତନ୍ତ୍ର ବେଶ କରାଯାଇଛି । କୋଭିଡ ନିୟମ ଅନୁଯାଇ ଭକ୍ତଙ୍କୁ ଦର୍ଶନ ମନା ହୋଇଛି ।