ମୋହନା ଅଡବା ଅଞ୍ଚଳ ରେ ଅବକାରୀ ବିଭାଗ ପକ୍ଷରୁ ଚଡାଉ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଆର ଉଦୟଗିରୀ ଅବକାରୀ ବିଭାଗ ଘନଶ୍ୟାମ ଜେନା ଓ ଟିମ୍ ମିଳିତ ଭାବେ ଅଡବା ଅଞ୍ଚଳ ଓ ମୋହନା ଅଞ୍ଚଳ ରେ ଚଡାଉ କରି ବିପୁଳ ପରିମାଣର ପଚ ଓ ରନ୍ଧା ମଦ ନଷ୍ଟ କରିଛନ୍ତି I ପଚ ୩୩ଶହ ୪୦ଲିଟ୍ର ରନ୍ଧା ମଦ ୨୭୦ଲିଟ୍ର ଖଜୁରୀ ତାଡି ୧୦ଲିଟ୍ର ନଷ୍ଟ କରିବା ସହ ଦୁଇ ମହିଳା ଙ୍କୁ ଗିରଫ କରାଯାଇଛି I ଏହା ଶହ ରନ୍ଧା ରେ ବ୍ୟବହାର ହୋଇଥିବା ସାମଗ୍ରୀ ଜବତ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ