ମୋହନା ବନ ବିଭାଗର ଚଢାଉ

ମୋହନା ,(ଯୁଗାବ୍ଦ ନ୍ୟୁଜ) : ମୋହନା ବନାଞ୍ଚଳ ଅନ୍ତର୍ଗତ ଅଡବା ଥାନା ଗୁଲୁବା ଜଙ୍ଗଲରେ ମୋହନା ବନ ବିଭାଗ ପକ୍ଷରୁ ଚଡାଉ କରାଯାଇ , ୫୦୦ ରୁ ଅଧିକ ପିଆଶାଳ ଓ ଶାଗୁଆନ ପଟା ସହ ସାଇଜ ଜବତ କରାଯାଇଛି । ଜବତ କାଠ ପଟା ର ଆନୂମାନିକ ମୂଲ୍ୟ ୧ଲକ୍ଷରୁ ଉର୍ଦ୍ଧ ହେବ । ଏହି କାଠ ପଟାକୁ ବାହାର ଜିଲ୍ଲାକୁ ଚୋରାଚାଲାଣ କରାଯିବା ପାଇଁ ଜଙ୍ଗଲରେ ଲୁଚେଇ ରଖାଯାଇଥିଲା । ବନ ବିଭାଗ ପକ୍ଷରୁ ମୋହନା ବନାଞ୍ଚଳ ଅଧିକାରୀ ତାରାକାନ୍ତ ଉଦଗାତା ଚଡାଉ କରି ତଦନ୍ତ ଚଲାଇଥିବା ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ