ଯଶିପୁର ବିଜେଡି ର ବୃକ୍ଷରୋପଣ ଅନୁଷ୍ଠିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ) :-ଆଜି ଯଶିପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡାଣି ଗ୍ରାମ ଠାରେ ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ଯୁଗ୍ମ ସମ୍ପାଦକ ଚକ୍ରଧର ହେମ୍ବ୍ରମ ( ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର)ଙ୍କ ନେତୃତ୍ବରେ ଜିଲ୍ଲା ପରିଷଦ ସଭ୍ୟା ମିନତି ନାଏକ, ଜିଲ୍ଲା ପରିଷଦ ସଭ୍ୟା ଲଳିତା ମୁନ୍ଦୁୟା, ବ୍ଲକ କାର୍ଯ୍ୟକାରୀ ସଭାପତି ସହନ ରାମ, ବାଙ୍ଗିରିପୋଷି ଜିଲ୍ଲା ପରିଷଦ ସଭ୍ୟ ରାମ ଚନ୍ଦ୍ର ମୁର୍ମୁ, ବି ଜେ ଡି ନେତା ବିଶ୍ୱନାଥ ସାହୁ, ପଙ୍କଜ ମିଶ୍ର, ପ୍ରମୋଦ ରାମ, ଦେବେନ୍ଦ୍ର ମହାନ୍ତ, ନଳିନୀ ରଞ୍ଜନ ସାହୁ, ସିକନ୍ଦର ସାହୁ, ବାଜୁଚନ୍ଦନ ସିର୍କା, ଜପି ସାହୁ, ଟିକିନା ପାତ୍ର, ସୋରଜ ସେଠୀ, ବାସ୍ତା ସୋରେନ , ସୋରଜ ବେହେରା ଏବଂ ୨୦୦ ଅଧିକ ବିଜେଡି କର୍ମୀ ଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରାଗଲା ।


