ରମ୍ପାସ ବିରିଡି ରାସ୍ତା କଡରୁ ସଦ୍ୟଜାତ ମୃତ ଶିଶୁ ଠାବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ରମ୍ପାସ ବିରିଡି ରାସ୍ତା କଡରୁ ଏକ ସଦ୍ୟଯାତ ଶିଶୁର ମୃତଦେହ ଠାବ କରାଯାଇଛି । ଆଜିସକାଳେ କିଛି ଲୋକ ସେହି ରାସ୍ତାରେ ଯାଉଥିବା ସମୟରେ ମୃତ ଶିଶୁଟିକୁ କୁକୁର ଖାଉଥିବା ଦେଖିଥଲେ । ଗୋଟିଏ ଛୋଟିଆ ଗାତରେ ମୃତ ଶିଶୁକୁ ପୋତି ଦେଇଥିବା ବେଳେ କୁକୁର ତାହାକୁ ଟାଣି ଖାଉଥିଲା । ଏହି ଖବର ପ୍ରଚାରିତ ହେବାପରେ ଶହଶହ ଲୋକଙ୍କ ଭିଡ ଜମିଥିଲା । କେହି ଅବୈଧ ଶିଶୁ ଜନ୍ମକରି ଏଠାରେ ପୋତି ଦେଇଛି ବୋଲି ସ୍ଥାନୀୟ ଲୋକମାନେ ଅନୁମାନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ