ରାଇରଙ୍ଗପୁରରେ ବିଜେପିର ୪୧ ତମ ପ୍ରତିଷ୍ଠା ଦିବସ

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ରାଇରଙ୍ଗପୁରର କୋଣ ଅନୁକୋଣେ ବିଜେପିର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପରୀପ୍ରେକ୍ଷୀରେ ରାଇରଙ୍ଗପୁର ସହରର ମହତାବ ଭବନ ଛକରେ ପଶ୍ଚିମ ମୟୂରଭଂଜ ଜିଲ୍ଲା ବିଜେପି କର୍ମୀଙ୍କ ତରଫରୁ ସ୍ୱର୍ଗତ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥାଏ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ବିଜେପି କର୍ମୀଙ୍କ ଦେଶାତ୍ମବୋଧକ ବୋଧତା,ନିଷ୍ଠା, ସମର୍ପିତ ମନୋଭାବ, ତ୍ୟାଗ, ବଳିଦାନ,ସେବା ମନୋଭାବ,ସିସିଟିଭି କଠିନ ପରିଶ୍ରମ ନେଇ ଆଜି ବିଜେପି ଏକ ଛୋଟ ଗଛରୁ ବିଶାଳ ଦ୍ରୁମରେ ଠିଆ ହୋଇପାରିଛି ।ଏ‌ହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପଶ୍ଚିମ ମୟୂରଭଂଜ ଜିଲ୍ଲା ବିଜେପି ସଭାପତି ନବୀନ ଚରଣ ମାଝୀ, ରାଜ୍ୟ ବିଜେପି ସଂପାଦକ ନବିନ ରାମ,ବର୍ଷିୟା ନ ନେତା ମନୋରଂଜନ ମହାନ୍ତି, ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ମନୋଜ ଦାସ (ବାପି),ବିଜୟ ନାଏକ,ଶିବ ଅଗ୍ରୱାଲ, ସାଂସଦ ପ୍ରତିନିଧି ବରୁଣ ଦେବ, ନଳିନୀ ଦାସ,, ଯୋଗେନ୍ଦ୍ର ବେଉରା, ପଶ୍ଚିମ ମୟୂରଭଂଜ ବିଜେପି ଯୁବମୋର୍ଚ୍ଚା ସଭାପତି ଆଲୋକ ରଂଜନ ମହାନ୍ତ,ପ୍ରଦୀପ ରାଉତ, ପଶ୍ଚିମ ମୟୂରଭଂଜ ଏହି ମୋର୍ଚ୍ଚା ଜିଲ୍ଲା ସଭାପତି କିଶୋର ରଜକ,ଦିଲ୍ଲିପ ସାହୁ, ଜିଲ୍ଲା ମହିଳା ସଭାନେତ୍ରୀ ମରିଥିଲା ଟୁଡୁ,ପ୍ରତିମା ନନ୍ଦ,ମିନତୀ ବସା, ବୀଣାପାଣି ଘଣା, ଶଶାଙ୍କ ସାହୁ,ଲାଲା ବାରିକ,ଲଳିତ ଦାସ, କ୍ରୀଷ୍ଣା ବାରିକ,ସାଇ ମୋଦିଂକ, ରାଜକିଶୋର ପ୍ରଜାପତି,,ସଂଜୟ ସାହୁ, ଜନାର୍ଦ୍ଦନ ରାମ,ଲଳିତ କନ୍ଦବେ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ