ରାଜ୍ୟ ଚିକିସ୍ର ପାଣ୍ଠିୁ ତାଲିକାରୁ ବାଦ ପଡିଲା କଳିଙ୍ଗ ହସପିଟାଲ

ଭୂବନେଶ୍ୱର ;(ଯୁଗାବ୍ଦ ନ୍ୟୁୃଜ୍): ବିଧାୟକଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡିଲା । କଳିଙ୍ଗ ହସପିଟାଲ କର୍ତ୍ତୁପକ୍ଷ ବିଧାୟକ ମୋହନ ଚରଣ ମାଝିଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ରାଜ୍ୟ ସରକାର କଠୋର କାର୍ଯ୍ୟନୁଷ୍ଠା୍ନ ଗ୍ରହଣ କରିଛନ୍ତି । କଳିଙ୍ଗ ହସପିଟାଲକୁ ପୂର୍ବରୁ ପାଣ୍ଠି ତାଲିକା ରେ ସଂପୃକ୍ତ ଥିବା ବେଳେ ବିଧାୟକଙ୍କୁ ମେଡିକାଲ କର୍ତ୍ତୁପକ୍ଷ ଦୁର୍ବ୍ୟବହାର କରିବା ଘଟଣା ପରେ ସ୍ୱାସ୍ଥ ମନ୍ତ୍ରୀ ନବକିଶୋର ଦାସ କଳିଙ୍ଗ ହସପିଟାଲ ଚିକିସ୍ରା ପାଣ୍ଠିରୁ ବାଦ ପଡିଛି ବୋଲି କହିଛନ୍ତି । ଏହା ସହ ୪ ଜଣିଆ ଟିମ୍ ଗଠନ କରାଯିବା ସହ ତଦନ୍ତ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ